ଜଙ୍ଗଲ ପାଖରୁ ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର; ତଣ୍ଟିକାଟି ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ

ବଣାଇଁ: ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଖରୁ ଜଣେ ଯୁବକଙ୍କର କ୍ଷତାକ୍ତ ଶବ ଉଦ୍ଧାର କରାଯାଇଛି। ନିହତ ଯୁବକ ହେଉଛନ୍ତି ବଣାଇଗଡ଼ ସହରବାସୀ ୨୭ ବର୍ଷିୟ ଅନୀଲ ମୁଣ୍ଡା। ସକାଳୁ ସ୍ଥାନୀୟ ଲୋକେ ସେଠାରେ ଶବ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ପ୍ରଥମେ ଅନୀଲଙ୍କ ସହ ଧସ୍ତାଧସ୍ତି କରି ତାଙ୍କୁ … Continue reading ଜଙ୍ଗଲ ପାଖରୁ ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର; ତଣ୍ଟିକାଟି ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ